ପ୍ରୋକ୍ଷିତ
ଦେଖଣା
ପ୍ରୋକ୍ଷିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ର+ଉକ୍ଷ୍ ଧାତୁ+ତ)
[ସମ୍ପାଦନା]- ୧. ଜଳସଞ୍ଚିତ —୧. Sprikneld over with water.
- ୨. ଯଜ୍ଞରେ ବଳି ଦିଆଯାଇଥିବା — ୨. Sacrificed as a victim.
- ୩. ହତ (ହିଂ. ଶ) —୩. Killed.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଯଜ୍ଞ ପାଇଁ ସଂସ୍କୃତ ମାଂସ (ହିନ୍ଦୀ - ଶବ୍ଦସାଗର) Meat consecrated for a vedic sacrifice.