Jump to content

ପ୍ରୋଟେଷ୍ଟାଣ୍ଟ

ଉଇକିଅଭିଧାନ‌ରୁ

ପ୍ରୋଟେଷ୍ଟାଣ୍ଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଖ୍ରୀଷ୍ଟିଆନମାନଙ୍କର ସଂସ୍କୃତ ସଂପ୍ରଦାୟବିଶେଷ —୧. Protestant.

[ଦ୍ରଷ୍ଟବ୍ୟ —ଏ ସଂପ୍ରଦାୟ ପ୍ରଥମେ ଜର୍ମାନୀରେ ଲୁଥର ନାମକ ସଂସ୍କାରକଙ୍କଦ୍ୱାରା ଆରବ୍ଧ ହେଇ ରୋମାନ୍ କାଥଲିକ୍ ସଂପ୍ରଦାୟର କେତେକ ଆପତ୍ତିଜନକ ଆଚାର ଓ ପୋପ୍ଙ୍କ ଏକାଧିପତ୍ୟରେ କୁଠାରାଘାତ କରିଥିଲା ବର୍ତ୍ତମାନ ପୃଥିବୀରେ ଖ୍ରୀଷ୍ଟାନ୍ ମାନଙ୍କ ମଧ୍ୟରେ ଏ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ଅନ୍ୟ ସଂପ୍ରଦାୟର ଲୋକଙ୍କ ଅପେକ୍ଷା ଢେର୍ ଅଦିକ]