ପ୍ରୋତ
ଦେଖଣା
ପ୍ରୋତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ପ୍ର+ବେ ଧାତୁ=ସିଇବା+କର୍ମ. ତ)
[ସମ୍ପାଦନା]- ୧. ସ୍ୟୁତ; ସିଆଁ ହୋଇଥିବା —୧. Sewn; sitched.
- ୨. ଗ୍ରଥିତ —୨. Strung.
- ୩. ଖଚିତ —୩. Set; inlaid.
- ୪. ଗୁମ୍ଫିତ —୪. Placed in order.
- ୫. ଶୂଳିରେ ବସା ଯାଇଥିବା — ୫. Impaled; pierced through
- ୬. ସଂଯୋଜିତ — ୬. Joined together; connected.
- ୭. ଭୁଗର୍ଭ—ନିହିତ; ପୋତା ଯାଇଥିବା — ୭. Buried.
- ୮. ଲୁକ୍କାୟିତ (ହିନ୍ଦୀ - ଶ) — ୮. Hidden; concealed.
- ୯. (ଓତର ବିପରୀତ) ଏହା ଓତ ଶବ୍ଦ ପରେ ବିପରୀତାର୍ଥକ ସହଚର ରୂପେ ବ୍ୟବହୃତ ହୁଏ; ଲମ୍ୱ ଭାବରେ ବିସ୍ତାରିତ — ୯. Extended lengthwise or perpendiculary (Apte).
- ୧. ବନ୍ଧାଯାଇଥିବା — ୧୦. Tied; bound; fastened (Apte).
- ୧୧. ଫୋଡ଼ାଯାଇଥିବା; ଅନ୍ତର୍ବିଦ୍ଧ — ୧୧. Pierced, transfixed (Apte).