Jump to content

ପ୍ରୋତ୍ଫୁଲ୍ଲ

ଉଇକିଅଭିଧାନ‌ରୁ

ପ୍ରୋତ୍ଫୁଲ୍ଲ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ପ୍ର+ଉତ୍ଫୁଲ୍ଲ)

[ସମ୍ପାଦନା]
୧. ଅତିଶୟ ହୃଷ୍ଟ — ୧. Very cheerful; gay.
୨. ପ୍ରସ୍ଫୁଟିତ; ସମ୍ପୂର୍ଣ୍ଣରୂପେ ଫୁଟିଥିବା; ବିକସିତ — ୨. Fullblown.
୩. ସମ୍ପୂର୍ଣ୍ଣରୂପେ ବିସ୍ତାରିତ — ୩. Fully expanded.