Jump to content

ପ୍ରୋତ୍ସାରଣ

ଉଇକିଅଭିଧାନ‌ରୁ

ପ୍ରୋତ୍ସାରଣ

ଉଚ୍ଚାରଣ

[ସମ୍ପାଦନା]

(ପ୍ରୋତ୍ସାରିତ—ବିଣ)

ସଂସ୍କୃତ - ବି—(ପ୍ର+ଉତ୍ସାରଣ)

[ସମ୍ପାଦନା]
୧. ବହିସ୍କରଣ — ୧. Driving out; expulsion
୨. ପରିତ୍ୟାଗ; ପରିବର୍ତ୍ତନ — ୨. A bandonment; relinquishment; giving up; getting rid of (Apte).
୩. ଉତ୍ତେଜିତ —୩. Urged forward.
୪. ପ୍ରଦାନ; ଦେବା —୪. Granting; giving.