Jump to content

ପ୍ରୋତ୍ସାହକ

ଉଇକିଅଭିଧାନ‌ରୁ

ପ୍ରୋତ୍ସାହକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରୋତ୍ସାହିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - .ପୁଂ—(ପ୍ର+ଉତ୍ସାହକ)

[ସମ୍ପାଦନା]
୧. ଉତ୍ସାହଦାତା — ୧. Giving encouragement.
୨. ଉତ୍ତେଜକ —୨. Stimulating; stimulant; infusing zeal.

ସଂସ୍କୃତ - ବିଶେଷ୍ୟ - ପୁଂ.

[ସମ୍ପାଦନା]

ଅପରାଧର ଉତ୍ତେଜକ — Instigator of crime; an abettor.