ପ୍ରୋବେଟ୍
ଦେଖଣା
ପ୍ରୋବେଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - କଚିରିଆ)
[ସମ୍ପାଦନା]ଦରଖାସ୍ତକାରୀଙ୍କୁ ଅସଲ ଉଇଲ ବାପସା ଦିଆ ନ ଯାଇ ଅଦାଲତଙ୍କଦ୍ୱାରା ମଞ୍ଜୁର କରାଯାଇ ଥିବା ଉଇଲର ନକଲ — Probate; copy of a will granted by the judge.
[ଦ୍ରଷ୍ଟବ୍ୟ —ଏହାର ବଳରେ ଉଇଲର ନିବେଶ ଅନୁସାରେ କର୍ମକାରକ ବ୍ୟକ୍ତିର କୃତ କର୍ମମାନ ମାତବ୍ୱର ବିବେଚିତ ହୁଏ]