ପ୍ରୋବେଶନର୍
ଶିକ୍ଷାନବିସ୍; ଯେଉଁ କର୍ମଚାରୀ କାର୍ଯ୍ୟରେ ସ୍ଥାୟୀ ବା ବାହେଲ ହେବା ପୂର୍ବରୁ କିଛିଦିନ ପରୀକ୍ଷାଧୀନରୂପେ କାର୍ଯ୍ୟ କରନ୍ତି — Probationer.