Jump to content

ପ୍ରୋମଦ କାନନ

ଉଇକିଅଭିଧାନ‌ରୁ

ପ୍ରୋମଦ କାନନ

ଉଚ୍ଚାରଣ

[ସମ୍ପାଦନା]

(ପ୍ରମୋଦ ବନ, ପ୍ରମୋଦାରାମ, ପ୍ରମୋଦୋଦ୍ୟାନ; ପ୍ରମୋଦୋପବନ —ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପ୍ରମୋଦ=କାନନ)

[ସମ୍ପାଦନା]

ଖୁସ୍ ବଗିଚା; ଆମୋଦ ପ୍ରମୋଦ ନିମନ୍ତେ ଉଦ୍ଦିଷ୍ଟ ଉଦ୍ୟାନ —A pleasure-garden.