Jump to content

ପ୍ରୋଷିତ ଭର୍ତ୍ତୃକା

ଉଇକିଅଭିଧାନ‌ରୁ

ପ୍ରୋଷିତ ଭର୍ତ୍ତୃକା

ଉଚ୍ଚାରଣ

[ସମ୍ପାଦନା]

(ପ୍ରୋଷିତ ପତିକା, ପ୍ରୋଷିତ ନାୟିକା, ପ୍ରୋଷିତ ପ୍ରେୟସୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଯାହାର ପତି ପ୍ରବାସରେ ଅଛନ୍ତି — (a woman) Whose hus band is gone abroad

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ନାୟିକାବିଶେଷ; ପତିଙ୍କ ପ୍ରବାସ ଯୋଗୁଁ କାମାର୍ତ୍ତା ଓ ଦୁଃଖାର୍ତ୍ତା ସ୍ତ୍ରୀ — A woman who feels amorous dejected on account of the absence of her husband.

[ଦ୍ରଷ୍ଟବ୍ୟ —କାବ୍ୟରେ ବର୍ଣ୍ଣିତ ନାୟିକାଙ୍କର ଆଠ ପ୍ରକାର ମଧ୍ୟରୁ ଏହା ଏକ]