Jump to content

ପ୍ରୋଷ୍ଠୀ

ଉଇକିଅଭିଧାନ‌ରୁ

ପ୍ରୋଷ୍ଠୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପ୍ର+ଉଷ୍ ଧାତୁ=ପୋଡ଼ିବା=ସଂଜ୍ଞାର୍ଥେ ଠ= ସ୍ତ୍ରୀ. ଈ)

[ସମ୍ପାଦନା]

ଯାହା ଖାଇଲେ ପିତ୍ତ ବୃଦ୍ଧି ଯୋଗୁଁ ଶରୀରରେ ଦାହ ଉତ୍ପନ୍ନ ହୁଏ)— ଶଫରୀ; କେରାଣ୍ଡି ମାଛ — Carp; Cyprinus Pansinus Barbus; Chola.