Jump to content

ପ୍ରୌଢ଼

ଉଇକିଅଭିଧାନ‌ରୁ

ପ୍ରୌଢ଼

ଉଚ୍ଚାରଣ

[ସମ୍ପାଦନା]
(ପ୍ରୌଢ଼ା—ସ୍ତ୍ରୀ) 

ପ୍ରୌଢ଼ତା, ପ୍ରୌଢ଼ତ୍ୱବି

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ)

[ସମ୍ପାଦନା]
୧. ସମ୍ପୂର୍ଣ୍ଣରୂପେ ବର୍ଦ୍ଧିତ — ୧. Full grown; grown up.
୨. ପୂର୍ଣ୍ଣବୟସ୍କ —୨. Adult; grown up.

[ଦ୍ରଷ୍ଟବ୍ୟ —ଏହି ଅବସ୍ଥା ୩ ଠାରୁ ୫୫: ବର୍ଷ ପର୍ଯ୍ୟନ୍ତ ଅଟେ ପୁରୁଷ ପ୍ରୌଢ଼ାବସ୍ଥା ୩ ଠାରୁ ୪୫: ବର୍ଷ ବୟସ ପର୍ଯ୍ୟନ୍ତ ଓ ସ୍ତ୍ରୀର ପ୍ରୌଢ଼ାବସ୍ଥା ୩ଠାରୁ ୫୫: ବର୍ଷ ପର୍ଯ୍ୟନ୍ତ ଅଟେ]

୩. ପ୍ରବୀଣ; ବୃଦ୍ଧ —୩. Old; mature.
୪. ଯଥେଷ୍ଟ —୪. Sufficient; enough.
୫. ବିଜ୍ଞ —୫. Experienced.
୬. ପରିପୁଷ୍ଟ —୬. Developed; matured.
୭. ବିବାହିତ —୭. Married.
୮. ସାହସୀ —୮. Bold.
୧. ନିପୁଣ; ଦକ୍ଷ —୧୦. Expert; skilful; forward.
୧୧. ଦମ୍ଭଯୁକ୍ତ —୧୧. Confident.
୧୨. ଦିମାକିଆ; ପ୍ରଗଳ୍ଭ; ଗର୍ବୀ; ଅହଙ୍କାରୀ — ୧୨. Arrogant; proud.
୧୩. ନିର୍ଲ୍ଲଜ —୧୩. Impudent.
୧୪. ନିବିଡ଼; ଘୋର —୧୪. Thick; dense.
୧୫. ଭୀଷଣ —୧୫. Frightening; violent; terrible.
୧୬. ପ୍ରସାରିତ —୧୬. Extended.
୧୭. ଉତ୍ତୋଳିତ —୧୬. Raised; lifted up.
୧୮. ମହତ୍; ପ୍ରବଳ; ବଳବାନ୍ — ୧୮. Grand; mighty; strong (Apte).
୧୯. ବହୁବର୍ଦ୍ଧିତ —୧୯. Luxuriant (Apte).
୨. (ସମାସରେ ଅନ୍ୟ ଶବ୍ଦ ପରେ ଯୁକ୍ତ) ଅମୁକରେ ପୂର୍ଣ୍ଣ — ୨୦. Full of; filled with (Apte).
୨୧. ସମ୍ୟକ୍ ଆଲୋଚିତ — ୨୧. Controverted; discussed (Apte)