ପ୍ରୌଢ଼ପାଦ
ଦେଖଣା
ପ୍ରୌଢ଼ପାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତ ଆସନୋପରି ପାଦତଳ ଦ୍ୱୟକୁ ରଖି ବସିଥାଏ; ଡେରି ହୋଇ ବସିଥିବା ଆସନାରୂଢ଼ ପାଦ —୧. One who sits with his legs on the seat.
- ୨. ବସ୍ତ୍ରାଦିଦ୍ୱାରା ପୃଷ୍ଠ ଓ ଜାନୁ ଓ ଜଘାଂଦ୍ୱୟକୁ ବାନ୍ଧି କରି ବସିଥିବା; ପର୍ଯ୍ୟଙ୍କ ବନ୍ଧରେ ଆସୀନ —୨. Sitting with one's legs, things and back wound round with a cloth.