Jump to content

ପ୍ରୌଢ଼ା

ଉଇକିଅଭିଧାନ‌ରୁ

ପ୍ରୌଢ଼ା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ୩ ଠାରୁ ୫୫: ବର୍ଷ ପର୍ଯ୍ୟନ୍ତ ବୟସ୍କା ସ୍ତ୍ରୀ — ୧. A woman between ୩୦ and ୫୫ years of age.
୨. କାବ୍ୟ ବର୍ଣ୍ଣିତ ନାୟିକାଭେଦ —୨. A class of heroines of romance; a woman of violent temper; shrew; a woman of ungovernable passions.

[ଦ୍ରଷ୍ଟବ୍ୟ —ଏ ନାୟିକା ଉଗ୍ରା ବା କୁସୁଭାବ ଏବଂ ସ୍ୱାମୀର ବଶୀଭୂତା ନୁହେଁ

ହିନ୍ଦୁଶାସ୍ତ୍ରନୁସାରେ ପ୍ରୌଢ଼ା ନାୟିକା ଆଠ ଭାଗରେ ବିଭକ୍ତ; ଯଥା—ଖଣ୍ଡିତା, କଳହାନ୍ତରିତା, ଉତ୍କଣ୍ଠିତା, ବାସକସଜ୍ଜା, ଅଭିସାରିକା, ପ୍ରୋଷିତଭର୍ତ୍ତୃକା, ବିପ୍ରଲବ୍ଧା ଓ ସ୍ୱାଧୀନଭର୍ତ୍ତୃକା ମାନାବସ୍ଥାରେ ଏମାନେ ତ୍ରିବିଧ, ଯଥା—ଧୀର, ଅଧୀର ଓ ଧୀରାଧୀର]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୩. ବର୍ଷଠାରୁ ୪୫: ବର୍ଷ ପର୍ଯ୍ୟନ୍ତ ବୟସ୍କ ବ୍ୟକ୍ତି — A man between ୩୦ and ୪୫ years of age.

ଦୁର୍ଯ୍ୟୋଧନ ତପିଲା ହୋଇକରି ପ୍ରୌଢ଼ା ପ୍ରାୟେ ହେଲା ଯେଶୁ ହେଲି ମଁ ଅନ୍ଧ ବୁଢ଼ା— କୃଷ୍ଣିସିଂହ. ମହାଭାରତ. ଉଦ୍ଯୋଗ

ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ରଜସ୍ୱଳା; ଯେଉଁ ବାଳିକାର ରଜୋଦର୍ଶନ ହୋଇ ଅଛି —Matured girl.