Jump to content

ପ୍ରୟାଣ କାଳ

ଉଇକିଅଭିଧାନ‌ରୁ

ପ୍ରୟାଣ କାଳ

ଉଚ୍ଚାରଣ

[ସମ୍ପାଦନା]

(ପ୍ରୟାଣ ସମୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପ୍ରୟାଣ+କାଳ)

[ସମ୍ପାଦନା]
୧. ଯାତ୍ରା କରିବା ସମୟ; କୌଣସି ସ୍ଥାନକୁ ଯିବାପାଇଁ ଅନୁକୂଳ କରିବା ବେଳ —୧. The time of starting; the time of departure.
୨. ମୃତ୍ୟୁକାଳ ମରିବାବେଳ — ୨. The moment of death.