Jump to content

ପ୍ରୟାତ

ଉଇକିଅଭିଧାନ‌ରୁ

ପ୍ରୟାତ

ଉଚ୍ଚାରଣ

[ସମ୍ପାଦନା]
(ପ୍ରୟାତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ଯା ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ପ୍ରସ୍ଥିତ; ଗତ —୧. Gone forth.
୨. ମୃତ —୨. Dead.
୩. ସୁପ୍ତ (ହିନ୍ଦୀ - ଶ.) —୩. A sleep.


ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଅତଡ଼ି; ଭୃଗୁ —୧. Precipice (Apte).
୨. (+ଭାବ. ତ) ଦେଶ ଆକ୍ରମଣ —୨. invasion (Apte).