Jump to content

ପ୍ରୟୋଗତଃ

ଉଇକିଅଭିଧାନ‌ରୁ

ପ୍ରୟୋଗତଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି. ବିଣ—(ପ୍ରୟୋଗ+ତସ୍)

[ସମ୍ପାଦନା]
୧. ପ୍ରୟୋଗ ଅନୁସାରେ —୧. According to use.
୨. ଫଳରେ; କାର୍ଯ୍ୟତଃ — ୨. Actually; in fact.
୩. ଅନୁସାରେ —୩. According to (Apte).
୪. ବ୍ୟବହାରତଃ — ୪. In practice; practically.