Jump to content

ପ୍ରୟୋଗାତିଶୟ

ଉଇକିଅଭିଧାନ‌ରୁ

ପ୍ରୟୋଗାତିଶୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପ୍ରୟୋଗ+ଅତିଶୟ)—ନାଟକର ପ୍ରସ୍ତ ବନା ବିଶେଷ

[ସମ୍ପାଦନା]

(ନାଟକରମ୍ଭରେ ଯେବେ ଏକ ପ୍ରକାର ପ୍ରୟୋଗ କରୁ କରୁ ସଙ୍ଗେ ସଙ୍ଗେ ଅନୟ ପ୍ରକାର ପ୍ରୟୋଗ ପ୍ରଯୁକ୍ତ ହୁଏ ଏବଂ ସେହି ପ୍ରୟୋଗକୁ ଅବଲମ୍ୱନ କରି ନାଟକୀୟ ବ୍ୟକ୍ତିର ରଙ୍ଗମଞ୍ଚରେ ପ୍ରବେଶ ସମ୍ପନ୍ନ ହୁଏ ତେବେ 'ପ୍ରୟୋଗାତିଶୟ' ନାମକ ପ୍ରସ୍ତାବନା ହୁଏ) — One of the ୫ kind of prologue in which a part or performance is superceded by another in such a manner that a character is suddenly brought on the stage; i.e., where the Sūtradhāra goes out hinting

the entrance of a character and thus performs a part superceding that which he had apparently intended for his ow, viz dancing (Apte).

[ଦ୍ରଷ୍ଟବ୍ୟ —ସଙ୍ଗୀତ ଦାମୋଦରରେ ଏଥିରେ ବର୍ଣ୍ଣନା ଅଛି ଯଦି ଏକ ପ୍ରୟୋଗରେ ଅନ୍ୟ ପ୍ରୟୋଗ ନିଯୋଜିତ ହୋଇ ପାତ୍ର ରଙ୍ଗ— ମଞ୍ଚରେ ପ୍ରବେଶ କରେ ତାହାହେଲେ ପ୍ରୟୋଗାତିଶୟ ହୁଏ]