Jump to content

ପ୍ରୟୋଗୀ

ଉଇକିଅଭିଧାନ‌ରୁ

ପ୍ରୟୋଗୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରୟୋଗିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଯେ ପ୍ରୟୋଗ କରେ; ପ୍ରୟୋଗକାରୀ — ୧. Applying; employing.

ବ୍ରହ୍ମ ସୂଜିତ ସୁନ୍ଦର ପରବ୍ରହ୍ମ ବ୍ରାହ୍ମଣର ପ୍ରୟୋଗୀ ଏ ସମୟର ଉର ଉପରେ ଭଞ୍ଜ. ବୈଦେହୀଶବିଳାସ

୨. ଯାହାର କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥାଏ — ୨. Having an object in view (Apte).