Jump to content

ପ୍ରୟୋଜନ

ଉଇକିଅଭିଧାନ‌ରୁ

ପ୍ରୟୋଜନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଯୁଜ୍ ଧାତୁ ଣିଚ୍=ଯୋଜି ଧାତୁ +ଭାବ. ଅନ)

[ସମ୍ପାଦନା]
୧. ଚରମ ଉଦ୍ଦେଶ୍ୟ —୧. Purpose; ultimate object; motive; end in view.
୨. ଆବଶ୍ୟକତା — ୨. Necesity; importance; need.
୩. ହେତୁ —୩. Cause; occasion; reason.
୪. ଉତ୍ପତ୍ତି; ମୂଳ —୪. Origin.
୫. ମତଲବ; ଅଭିପ୍ରାୟ; ଇଚ୍ଛା — ୫. Intention; desire; design.
୬. ପ୍ରୟୋଗ କରଣ; ବ୍ୟବହାର; ଉପଯୋଗ — ୬. Application; employment; engagement; use.
୭. ଫଳ; ପରିଣାମ —୭. Consequence; result; end.

[ଦ୍ରଷ୍ଟବ୍ୟ —ନ୍ୟାୟ ଦର୍ଶନରେ ୧୬: ପ୍ରକାର ବସ୍ତୁ ସ୍ୱୀକୃତ ହୋଇ ଅଛି ତହିଁ ମଧ୍ୟରୁ ପ୍ରୟୋଜନ ଚତୁର୍ଥ ଅଟେ ଯେଉଁ ଉଦ୍ଦେଶ୍ୟ ଯୋଗୁଁ କୌଣସି କାର୍ଯ୍ୟରେ ପ୍ରବୃତ୍ତି ଜନ୍ମେ ତାକୁ ପ୍ରୟୋଜନ ବୋଲାଯାଏ ତତ୍ତ୍ୱ ଦୃଷ୍ଟିରେ ଆତ୍ୟନ୍ତିକ ଦୁଃଖ ନିବୃତ୍ତିହିଁ ସଂସାରରେ ମୁଖ୍ୟ ପ୍ରୟୋଜନ ଅଟେ ସଂସାରରେ ଅନ୍ୟ ସବୁ ଗୌଣ ପ୍ରୟୋଜନ ଅଟେ ହିନ୍ଦୀ - ଶ.]