Jump to content

ପ୍ଲାଟିନମ୍

ଉଇକିଅଭିଧାନ‌ରୁ

ପ୍ଲାଟିନମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ସିତ କାଞ୍ଚନ; ଧାତୁବିଶେଷ; ରୌପ୍ୟ— ତୁଲ୍ୟ ଶୁଭ୍ର ଓ ଲୌହଛଡ଼ା ଅନ୍ୟ ସମସ୍ତ ଧାତୁଠାରୁ ଦୃଢ଼ତର ଧାତୁ —Platinum.

[ଦ୍ରଷ୍ଟବ୍ୟ —ଏହା ନିଆଁରେ ତରଳେ ନାହିଁ; ଏଥିରେ କଳଙ୍କି ଧରେ ନାହିଁ, କିମ୍ୱା ଖଟାରେ ଏହା ଉକୁଟି ଯାଏ ନାହିଁ ଏହା ଅନ୍ୟ ଧାତୁ ସଙ୍ଗେ ମିଶି ଦକ୍ଷିଣଆମେରିକା, ଇଉରାଲ୍ ପର୍ବତ ଓ ବୋର୍ଣ୍ଣିଓ ଦ୍ୱୀପରେ ଖଣିରୁ ବାହାରେ—ହିନ୍ଦୀ - ଶ]