Jump to content

ପ୍ଲାଟ୍ଫର୍ମ

ଉଇକିଅଭିଧାନ‌ରୁ

ପ୍ଲାଟ୍ଫର୍ମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପ୍ଲାଟଫାରମ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ମଞ୍ଚ; ବେଦୀ — ୧. Platfrom.
୨. ଷ୍ଟେସନରେ ଅଟକି ଥିବା ରେଳଗାଡ଼ି ଭିତରକୁ ଯାତ୍ରୀମାନେ ଚଢ଼ିବାପାଇଁ ଷ୍ଟେସନ୍ମାନଙ୍କରେ ନିର୍ମିତ ଉଚ୍ଚ ବେଦୀ —୨. Railway platfrom.
୩. ରେଳଷ୍ଟସନରେ ପ୍ଲାଟଫର୍ମ ଯେଉଁ ସୀମାନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ମିତ ହୋଇଥାଏ —୩. An enclosed space in a railway station where there is the platfrom.