Jump to content

ପ୍ଲା଼ଞ୍ଚେଟ୍

ଉଇକିଅଭିଧାନ‌ରୁ

ପ୍ଲା଼ଞ୍ଚେଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପ୍ଲାନ୍ଚେଟ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ମିସ୍ମେରିଜ୍ଜୁରେ ବିଶ୍ୱାସ କରିବା ଲୋକଙ୍କ ବ୍ୟବହୃତ ପାନପତ୍ର ଆକାରରେ କାଠର ଖଣ୍ଡିଏ ଚକତୀ, ଯହିଁରେ ଚଉଡ଼ା ପାଖର ତଳେ ଦୁଇ ପାଖେ ୨ଟି ଚକ ଲାଗିଥାଏ ଓ ଆଗପାଖରେ ଗୋଟିଏ ଛିଦ୍ର ହୋଇ ସେଥିରେ ଖଖଣ୍ଡିଏ ଉଡନ୍ ପେନ୍ସିଲ୍ ଗଳିଥାଏ ଓ ଯାହା ଉପରେ ୨ଜଣ ରଖିଲେ ଉକ୍ତ ଚକତୀ ଗତି କରେ ଓ ପେନ୍ସିଲ ମୁନ ତଳେ ଥିବା କାଗଜରେ ପ୍ରଶ୍ନମାନଙ୍କର ଉତ୍ତରମାନ ମନକୁ ଲେଖି ହୋଇ ଯାଏ —Planchette.