Jump to content

ପ୍ଲେଟ୍

ଉଇକିଅଭିଧାନ‌ରୁ

ପ୍ଲେଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ଧାତୁମୟ ଥାଳିଆ — ୧. A plate of metal.
୨. ଧାତୁ ଫଳକ —୨. A flate. long and narrow piece of metal; blade.
୩. ସୁନା ରୁପାର ବାସନ — ୩. Utensils of gold and silver.
୪. ଘୋଡ଼ାଦୌଡ଼, କ୍ରିକେଟ ଆଦି ଖେଳରେ ଜିତିବା ପକ୍ଷରୁ ଦିଆଯିବା ଧାତବ ପାତ୍ର ଉପଢୌକନ — ୪. A plate of metal presented to the winning party in a horse-race or other game.