ପ୍ଳକ୍ଷ
ଦେଖଣା
ପ୍ଳକ୍ଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ଳକ୍ଷ୍ ଧାତୁ+ସଂଜ୍ଞା. ଅ)
[ସମ୍ପାଦନା]- ୧. ପର୍କଟୀ ବା ଜରୀ ଗଛ — ୧. The waved-leafed fig tree; Ficus Religiosa.
- ୨. ସପ୍ତଦ୍ୱୀପା ପୃଥିବୀର ଗୋଟିଏ ଦ୍ୱୀପ — ୨. One of the ୭ islands of the world in Indian mythology.
- ୩. ବାଡ଼ି ଦୁଆର —୩. Back door.
- ୪. ଦୁଆରର ମୁହଁ — ୪. The space on the side of a door (Apte)