ପ୍ଳଟ୍
ଦେଖଣା
ପ୍ଳଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପ୍ଲଟ)
[ସମ୍ପାଦନା]- ୧. (କଚିରିଆ) ସ୍ୱତନ୍ତ୍ର ନମ୍ୱରରେ ଚିହ୍ନିତ ହୋଇ— ଥିବା ଜମିର ଖଣ୍ଡ —୧. A plot of land.
- ୨. (କଚିରିଆ) ଫିଲ୍ଡ୍ ବୁକ୍ରେ ଲେଖାଥିବା ଭିନ୍ନ ଭିନ୍ନ ପରିମାଣ ଓ ଉପଦେଶ ଅନୁସାରେ କାଗଜରେ ନକସାର ପ୍ରାଥମିକ ଚିଠା କରିବା —୨. Plotting of a map according to the field book.
- ୩. ଉପନ୍ୟାସ, ନାଟକ ବା କାବ୍ୟର କଥା ବସ୍ତୁ ବା କଥାଭାଗ — ୩. The plot of a drama, novel etc.
- ୪. ଷଡ଼ଯନ୍ତ୍ର —୪. A plot; a conspiracy.