Jump to content

ପ୍ଳବଗ

ଉଇକିଅଭିଧାନ‌ରୁ

ପ୍ଳବଗ

ଉଚ୍ଚାରଣ

[ସମ୍ପାଦନା]

(ପ୍ଳବଗତି, ପ୍ଳବଙ୍ଗ, ପ୍ଳବଙ୍ଗମ—ଅନ୍ୟରୂପ)

(ପ୍ଳବଗା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ଳବ+ଗମ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ପ୍ଳୁତ ଗତିବିଶିଷ୍ଟ; ଯେ ଡେଇଁ ଡେଇଁ ଚାଲେ —Moving by leaps.

ବିଶେଷ୍ୟ -

[ସମ୍ପାଦନା]
୧. ବାନର; ମାଙ୍କଡ଼ —୧. Monkey.
୨. ଭେକ; ବେଙ୍ଗ —୨. Frog.
୩. ହରିଣ —୩. Deer.
୪. ସୂର୍ଯ୍ୟସାରଥି ଅରୁଣ — ୪. The charioteer of the Sun-god.
୫. ଜଳଚର ପକ୍ଷୀ —୫. Water fowl.
୬. ସୂର୍ଯ୍ୟ —୬. The sun.
୭. ପ୍ଳକ୍ଷ ବୃକ୍ଷ —୭. The fig tree (Apte).
୮. ଶିରିଷ ଗଛ —୮. The Ṡirisha (tree) (Apte).