Jump to content

ପ୍ଳବିବା

ଉଇକିଅଭିଧାନ‌ରୁ

ପ୍ଳବିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ -

[ସମ୍ପାଦନା]
୧. ବୁଡ଼ିବା — ୧. To dive.
୨. ସନ୍ତରଣ କରିବା —୨. To swim.

ପଦ୍ମିନୀ ଲଭିବାରେ ପ୍ଳବେ ଘନରସରେ ରସେ କୁମୁଦିନୀ ବିହାର ଅଭିମନ୍ୟୁ, ବିଧଗ୍ଧଚିନ୍ତାମଣି