ପ୍ଳାବକ
(ପ୍ଳାବୀ—ଅନ୍ୟରୂପ)
(ପ୍ଳାବିକା, ପ୍ଳାବିନୀ—ସ୍ତ୍ରୀ)
ପ୍ଳାବନକାରୀ; ଯାହା ଜଳାଦିଦ୍ୱାରା ବୁଡ଼ାଇ ଦିଏ —Overflowing; inundating.