Jump to content

ପ୍ଳାବନ

ଉଇକିଅଭିଧାନ‌ରୁ

ପ୍ଳାବନ

ଉଚ୍ଚାରଣ

[ସମ୍ପାଦନା]

(ପ୍ଳାବନୀୟ; ପ୍ଳାବିତ, ପ୍ଳାବ୍ୟ—ବିଣ)

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ଳୁ ଧାତୁ ଣିଚ୍=ପ୍ଳାବି ଧାତୁ+ଅନ)

[ସମ୍ପାଦନା]
୧. ନଦୀ ଅଦିର ବନ୍ୟା; ବଢ଼ି; ଜଳ ଯୋଗୁଁ ପ୍ରଳୟ — ୧. Flood; deluge; inundation.
୨. ତରଳ ଦ୍ରବ୍ୟକ ସ୍ଫୀତି — ୨. Overflowing of a liquid.
୩. ଅଭିଷେକ —୩. Sprinkling.
୪. ଉଠିଆ ଜୁଆର —୪. Flow tide; flood tide.
୫. ପହଁରା; ସନ୍ତରଣ (ହିନ୍ଦୀ - ଶ) —୫. Swimming.