ପ୍ଳୁତ
ଦେଖଣା
ପ୍ଳୁତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ଳୁ ଧାତୁ+ଭାବ. ତ)
[ସମ୍ପାଦନା]- ୧. ଲମ୍ଫ; ଡେଇଁବା —୧. Jumping; leaping.
- ୨. ସ୍ୱରର ଦୀର୍ଘତମ ଉଚ୍ଚାରଣ —୨. The protracted sound of a vowel.
[ଦ୍ରଷ୍ଟବ୍ୟ —ଏହା ଦୂରରୁ ଡାକିବା, ଗୀତ ବୋଲିବା, ରୋଦନ କରିବା ଓ ବେଦୋଚ୍ଚାରଣ କରିବା ବେଳେ ଶୁଣାଯାଏ
ସଂସ୍କୃତରେ ସ୍ୱରମାନଙ୍କର ହ୍ରସ୍ୱ, ଦୀର୍ଘ ଓ ପ୍ଳୁତ ଏହି ୩ ପ୍ରକାରର ଉଚ୍ଚାରଣ ଅଛି]
- ୩. ଅଶ୍ୱର ଗତିବିଶେଷ; ଦୁଲକୀ ଚାଲି — ୩. Gallop; the trot a horse.
- ୪. ଭେକର ଗତି —୪. The leaping motion of a frog.
- ୫. (ସଙ୍ଗୀତ) ତିନି ମାତ୍ରାଯୁକ୍ତ ତାଳ —୪. (music) A measure covering ୩ periods.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. କମ୍ପଗତିଯୁକ୍ତ (ହିନ୍ଦୀ - ଶ) — ୧. Moving with vibration.
- ୨. (+କର୍ମ. ତ)—ପ୍ଳାବିତ (ହିନ୍ଦୀ - ଶ) — ୨. Flooded; inundated.
- ୩. ଅତି ଆର୍ଦ୍ର (ହିନ୍ଦୀ - ଶ) —୩. Very wet.