Jump to content

ପ୍ଳୁତି

ଉଇକିଅଭିଧାନ‌ରୁ

ପ୍ଳୁତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ଳୁ ଧାତୁ+ଭାବ. ତି)

[ସମ୍ପାଦନା]
୧. ଡେଇଁ ଡେଇଁ ଚାଲିବା — ୧. Jumping motion.
୨. ଜଳପ୍ଳାବିନ; ବନ୍ୟା — ୨. Flood; deluge; inundation.
୩. ତିନି ମାତ୍ରାରେ ଉଚ୍ଚାରିତ ବର୍ଣ୍ଣ —୩. A letter uttered with a protracted sound.