Jump to content

ପୟଃ ପ୍ରଣାଳୀ

ଉଇକିଅଭିଧାନ‌ରୁ

ପୟଃ ପ୍ରଣାଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପୟଃ+ପ୍ରଣାଳୀ)

[ସମ୍ପାଦନା]
୧. ପାଣି— ନଳା —୧. Water course; water- channel.
୨. ପାଣି ମାହରା; ପାଣି ଗଡ଼ିଯିବା ପାଇଁ ପ୍ରସ୍ତୁତ ପହଣି — ୨. Drain.
୩. ନର୍ଦ୍ଦମା; ଯେଉଁ ବାଟରେ ପାଣି ସ୍ୱତଃ ଗଡ଼ିଯାଏ — ୩. Gutter.