ପୟଗମ୍ୱର

ଉଇକିଅଭିଧାନ‌ରୁ

ପୟଗମ୍ୱର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପଇଗମ୍ୱର, ପଏଗମ୍ୱର, ପୟ ଗାମ୍ୱର, ପୈଗମ୍ୱର, ପୟମ୍ୱରଅନ୍ୟରୂପ

ଅନୁବାଦ[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈଗମ୍ୱର୍)—ମୁସଲମାନ୍ ମାନଙ୍କ ଧର୍ମଶାସ୍ତ୍ର ବର୍ଣ୍ଣିତ ଈଶ୍ୱର—ପ୍ରେରିତ ଦୂତ — Heavenly messenger; angel; prophet.

[ଦ୍ରଷ୍ଟବ୍ୟ —ମହମ୍ମଦ ଭଗବାନଙ୍କର ପୟଗମ୍ୱର ଥିଲେ]