Jump to content

ପୟସ୍ୟ

ଉଇକିଅଭିଧାନ‌ରୁ

ପୟସ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ପୟସ୍=ଦୁଧ+ବିକାରାର୍ଥରେ. ଯ)— ଦୁଧରୁ ତିଆରି ଦହି, ଛେନା ଆଦି ଦ୍ରବ୍ୟ — ୧. Curd, cheese etc made from milk.
୨. (ପୟସ୍+ପ୍ରିୟାର୍ଥରେ ଯ)—ବିରାଡ଼ି —୨. Cat.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଦୁଗ୍ଧରୁ ପ୍ରସ୍ତୁତ — ୧. Prepared from milk.
୨. ଜଳୀୟ —୨. Watery.