Jump to content

ପୟସ୍ୱାନ

ଉଇକିଅଭିଧାନ‌ରୁ

ପୟସ୍ୱାନ

ଉଚ୍ଚାରଣ

[ସମ୍ପାଦନା]
(ପୟସ୍ୱତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପୟସ୍+ବତ୍; ୧ମା. ୧ବ)

[ସମ୍ପାଦନା]
୧. ଜଳଯୁକ୍ତ —Watery.
୨. ଦୁଗ୍ଧଯୁକ୍ତ;ଦୁଗ୍ଧମୟ —୨. Milky.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମେଘ —Cloud.