ପୟସ୍ୱିନୀ
ଦେଖଣା
ପୟସ୍ୱିନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ପୟସ୍+ଅଛି ଅର୍ଥରେ ବିନ୍+ସ୍ତ୍ରୀ. ଈ)
[ସମ୍ପାଦନା]ଦୁଧିଆଳୀ —Milch; giving plenty of milk.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦୁଧୀଆଳୀ ଗାଈ; ଯେଉଁ ଗାଈ ପ୍ରଚୁର ଦୁଧ ଦିଏ — ୧. A cow giving a large quantity of milk.
- ୨. ନଦୀ —୨. River.
- ୩. ରାତ୍ରି —୩. Night.
- ୪. ଛାଗୀ —୪. A she-goat.
- ୫. କ୍ଷୀରକାଙ୍କୋଲା —୫. A medicinal herp.