ପୟାର
ଦେଖଣା
ପୟାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଦାବଳୀ)
[ସମ୍ପାଦନା]- ୧. ଚତୁର୍ଦ୍ଦଶାକ୍ଷରରେ ରଚିତ ଦୁଇପାଦବିଶିଷ୍ଟ ଗୀତବିଶେଷ; ଚଉଦଅକ୍ଷରୀ ଛନ୍ଦ — Name of a metre consisting of ୧୪ letters in each of the two lines.
[ଦ୍ରଷ୍ଟବ୍ୟ —ଓଡ଼ିଆ ନୃସିଂହପୁରାଣଆଦି ପୟାରରେ ରଚିତା]
- ୨. ସଂସ୍କୃତ ଶ୍ଳୋକର ଓଡ଼ିଆ ପଦ୍ୟାନୁବାଦ —୨. Metrical Oria translation of Sanscrit slokas.