ପୟୋଧର
ଦେଖଣା
ପୟୋଧର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୟଃ+ଧୃ ଧାତୁ+କର୍ତ୍ତୃ.ଅ)
[ସମ୍ପାଦନା]- ୧. ଜଳଧର; ମେଘ —୧. Cloud.
- ୨. ସ୍ତ୍ରୀମାନଙ୍କ ସ୍ତନ —୨. Woman's breast.
- ୩. ପଶୁଙ୍କ ପହ୍ନା —୩. Udder of a beast.
- ୪. ନଡ଼ିଆ —୪. Cocoanut.
- ୫. ନାଗର ମୁଥା (ଦେଖ) - —୫. Nāgara muthā (See)
- ୬. ତଡ଼ାଗ; ପୁଷ୍କରିଣୀ (ହିନ୍ଦୀ - ଶ.) —୬. Tank.
- ୭. ପର୍ବତ (ହିନ୍ଦୀ - ଶ) —୭. Mountain.
- ୮. ଅର୍କଗୁଳ୍ମ (ହିନ୍ଦୀ - ଶ) —୮. Calotropris Gigantes.
- ୯. ସମୁଦ୍ର (ହିନ୍ଦୀ - ଶ) —୯. The Sea.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଦୁଗ୍ଧାରଣକାରୀ —୧. Containing milk.
- ୨. ଜଳପୂର୍ଣ୍ଣ —୨. Full of water.
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଦୁଧିଆଳୀ (ଗାଈ) — Full of milk; milch (cow).
ବତ୍ସକ ସହ ସୁରଭି ପୟୋଧର ବ୍ରଜ ବ୍ରଜ ଝଟକନ୍ତି ଭଞ୍ଜ, ବୈଦେହୀଶବିଳାସ