Jump to content

ପୟୋଧି

ଉଇକିଅଭିଧାନ‌ରୁ

ପୟୋଧି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପୟଃ+ ଧା ଧାତୁ+ କର୍ତ୍ତୃ. ଇ)

[ସମ୍ପାଦନା]
୧. ଜଳଧି; ସମୁଦ୍ର —୧. Ocean; the Sea.
୨. ମେଘ —୨. Cloud.