ପୟୋବ୍ରତ
ଦେଖଣା
ପୟୋବ୍ରତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପୟଃ=ଦୁଗ୍ଧ+ ବ୍ରତ)
[ସମ୍ପାଦନା]- ୧. ଫାଲଗୁନ ଶୁକ୍ଳପକ୍ଷରେ ଅନୁଷ୍ଠେୟ ବ୍ରତବିଶେଷ —୧. A vow observed in the bright lunar fortnight of Fālguna in which the devotee subsists on milk only.
[ଦ୍ରଷ୍ଟବ୍ୟ —ଫାଲ୍ଗୁନ୍ ଶୁକ୍ଳ ପ୍ରତିପଦଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ୧୨: ଦିନ ଏହି ବ୍ରତ ପାଳନ କରାଯାଏ ଏଥିରେ କେବଳ ଦୁଗ୍ଧପାନ କରି ରହିବାକୁ ହୁଏ ଏବଂ ଉପାସ୍ୟ ଦେବତା ବିଷ୍ଣୁଙ୍କୁ ପୟଃ ଅର୍ଥାତ୍ ଦୁଗ୍ଧଦ୍ୱାରା ସ୍ନାପନ କରାଯାଏ]
- ୨. ଏକଦିନ ଓ ଏକରାତି ବା ତିନିରାତ୍ରବ୍ୟାପୀ କାଳ କେବଳ ଜଳ ପାନ କରି କରାଯିବା ବ୍ରତ (ମତ୍ସ୍ୟପୁରାଣ)—(ହିନ୍ଦୀ - ଶ.) — ୨. Name of a vow observed by subsisting on water only for a day and night or for a period by ୩ successive nights.