Jump to content

ପୟୋମୁଖ

ଉଇକିଅଭିଧାନ‌ରୁ

ପୟୋମୁଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପୟଃ+ ମୁଖ)

[ସମ୍ପାଦନା]
୧. ଯେଉଁ ପାତ୍ରରେ ମୁହଁପାଖରେ କେବଳ ଦୁଧ ଥାଏ (ଅବଶିଷ୍ଟାଂଶ ଅସାର ପଦାର୍ଥରେ ପୂର୍ଣ୍ଣହୋଇଥାଏ) —୧. (a pot) With milk at the mouth only.
୨. ଦୁଗ୍ଧପୋଷ୍ୟ (ଶିଶୁ); ସ୍ତନନ୍ଧୟ (ହିନ୍ଦୀ - ଶ.) — ୨. Sucking (child); subsisting on milk.