ଫଉଜଦାର୍
ଦେଖଣା
ଫଉଜଦାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଫୌଉଜଦାର୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫୌଜ୍ଦାର୍)
[ସମ୍ପାଦନା]- ୧. ସେନାଧ୍ୟକ୍ଷ — ୧. Commander; general of an army.
- ୨. ଫଉଜଦାରି ମକଦମାର ବିଚାରପତି; ମାଜିଷ୍ଟ୍ରେଟ୍ —୨. Magistrate.
[ଦ୍ରଷ୍ଟବ୍ୟ —ମୁସଲମାନଙ୍କ ରାଜତ୍ୱରେ କିଲ୍ଲାଦାର୍ (ଦୁର୍ଗନାୟକ) ମାନଙ୍କୁ ଫଉଜଦାର୍ ନାମ ଦିଆ ଯାଉଥିଲା ଦୁର୍ଗରକ୍ଷକମାନଙ୍କ ଅଧୀନ ଗୁଡ଼ିଏ ସେନାଦଳ (ଫଉଜ) ରହୁଥିବାରୁ ଏହା ନାମ]
- ୩. ପୁଲିସ କର୍ମଚାରୀବିଶେଷ —୩. Name of a class of Police officials.