ଫଉଦ ବିଗାଡ଼ୁ

ଉଇକିଅଭିଧାନ‌ରୁ

ଫଉଦ ବିଗାଡ଼ୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଫଉଜବିଗା(ଗି)ଡ଼ା, ଫୌଦବିଗାଡ଼ୁ, ଫୌଦବିଗ(ଗି)ଡ଼ାଅନ୍ୟରୂପ

ବୈଦେଶିକ - ବିଶେଷଣ - (ଫାରାସୀ - ଫୌଜ୍+ବିଗାଡ଼ନା)[ସମ୍ପାଦନା]

୧. ଯେଉଁ ବ୍ୟକ୍ତି ସୈନ୍ୟମାନଙ୍କୁ ଉତ୍ତେଜନା କରି ସେମାନଙ୍କ ମଧ୍ୟରେ ଅସନ୍ତୋଷ ଓ ବିଦ୍ରୋହ ଜାତ କରାଏ —୧. Inciting the soldiers to mutine.


୨. ଯେଉଁ ବ୍ୟକ୍ତି ଦଳସ୍ଥ ଅନ୍ୟ ବ୍ୟକ୍ତିମାନଙ୍କୁ ମନ୍ଦ ପରାମର୍ଶ ବା ମନ୍ଦ ଉଦାହରଣଦ୍ୱାରା ବିଗାଡ଼ିଦିଏ —୨. Spoiling the whole party by one's evel advice or example.