Jump to content

ଫଟଇ

ଉଇକିଅଭିଧାନ‌ରୁ

ଫଟଇ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -(ତୁଳ. ବଙ୍ଗାଳୀ - ଫତୁଇ)

[ସମ୍ପାଦନା]
୧. ପୋଷାକ —୧. Dress.
୨. ଫତେଇ; ହାତକଟା ଯାମା —୨. Jacket.