ଫତୁଆ

ଉଇକିଅଭିଧାନ‌ରୁ

ଫତୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଫତୁ—ଅନ୍ୟରୂପ)

ଦେଶଜ - ବିଶେଷଣ - (ତୁଳନା କର ବିପରୀତାର୍ଥକ ଆରବୀ ଫତହୂ= ପରାନୁଗ୍ରହ; ଆରବୀ - ଫତୁର୍=ଅସାମର୍ଥ୍ୟ)[ସମ୍ପାଦନା]

୧. ବ୍ୟର୍ଥ— ମନୋରଥ; ଅକୃତ କାର୍ଯ୍ୟ —୧. Having one's aims unfulfilled; unsuccessful.

ଫତୁଆ ନୁହଟି ବୋଲେ ଜଗଦ୍ଦବ ହରିଚନ୍ଦନ ଏ ଗୀତ କବିସୂର୍ଯ୍ୟ କିଶୋରୀ ଚମ୍ପୁ ଫ ଗୀତ

୨. ହଟହଟା; ଅପବାଦଗ୍ରସ୍ତ; କଳଙ୍କ ଯୁକ୍ତ — ୨. Defamed; maligned.
୩. ପରାସ୍ତ; ପରାଜିତ —୩. Defeated; vanquished.

ଫତୁଆ ହେବୁ କି ସେ କାମ ଅମଳ ମତୁଆଳ ଯୁବା ତୁଲେ କବିସୂର୍ଯ୍ୟ ସଙ୍ଗୀତ

୪. ଅପ୍ରସ୍ତୁତ —୪. Unprepared for any contingency; reduced to an awkward predicament.
୫. ମିଥ୍ୟାବାଦୀ; ମିଛୁଆ; ଯେ ଆପଣାର କଥା ପାଳି ନ ପାରେ — ୫. Liar; unable to carry out one's promise; false to one's promise.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଫତେଇ (ଦେଖ) - — Phatei (See)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଫତ୍ୱା)[ସମ୍ପାଦନା]

ମୁସଲମାନ କାଜୀ ବା ମୁଲ୍ଲାଙ୍କର ରାୟ ବା ବ୍ୟବସ୍ଥାପତ୍ର —Judgment of a Mohomedan judge or priest; futwa; a religious prescription.