ଫନ୍ଦ

ଉଇକିଅଭିଧାନ‌ରୁ

ଫନ୍ଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଫନ୍= କୁଟ କୌଶଳ; ସଂସ୍କୃତ - ବନ୍ଧନ)[ସମ୍ପାଦନା]

୧. ଫାନ୍ଦ; ଜାଲ —୧. Snare; net.
୨. କୌଶଳ; ଚାତୁରୀ; କୂଟ; କୌଶଳ — ୨. Cunning; artifice; stratagem.
୩. ଉପାୟ —୩. Means.
୪. ଜୀବିକା —୪. Livelihood.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପାତ୍ରର ବା କୂପର ଚଉଡ଼ା ଧାର — The broad rim or edge of a cup or well.