ଫନ୍ଦ
ଦେଖଣା
ଫନ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଫନ୍= କୁଟ କୌଶଳ; ସଂସ୍କୃତ - ବନ୍ଧନ)
[ସମ୍ପାଦନା]- ୧. ଫାନ୍ଦ; ଜାଲ —୧. Snare; net.
- ୨. କୌଶଳ; ଚାତୁରୀ; କୂଟ; କୌଶଳ — ୨. Cunning; artifice; stratagem.
- ୩. ଉପାୟ —୩. Means.
- ୪. ଜୀବିକା —୪. Livelihood.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାତ୍ରର ବା କୂପର ଚଉଡ଼ା ଧାର — The broad rim or edge of a cup or well.