ଫନ୍ଦା
ଦେଖଣା
- ଅବଲମ୍ବନ; ଆଶ୍ରୟ
- ଜୀବିକା
- ଜୀବିକା ନିର୍ବାହର ଉପାୟ, ବୃତ୍ତି
- ଉପାୟ
- ଯୋଗାଡ଼; ଆୟୋଜନ
- ଫିକର; କୌଶଳ
- ଜାଲ; ଫାନ୍ଦ
- କୂଟ ନୀତି
- ଖନ୍ଦ; ଫସଲ
- ପସରା
ବିଶେଷଣ (ବୈଦେଶିକ)
[ସମ୍ପାଦନା]- ଛନ୍ଦାଛନ୍ଦିଫନ୍ଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଫନ୍ଦି—ଅନ୍ୟରୂପ)
ବୈଦେଶିକ - ବି—(ଆରବୀ - ଫନ୍= କଟୁ କୌଶଳ; ଫନ୍ଦ୍= ଫାନ୍ଦ, ଜାଲ, ଚାତୁରୀ; ତୁଳ. ସଂସ୍କୃତ - ବନ୍ଧ)
[ସମ୍ପାଦନା]- ୧. ଅବଲମ୍ୱନ; ଆଶ୍ରୟ — ୧. Refuge; shelter.
ମୋର ଛଇଳାମଣି ସବୁ ଫନ୍ଦା ଭଞ. ପ୍ରେମ ସୁଧାନିଧି
- ୨. ଜୀବିକା —୨. Livelihood.
- ୩. ଜୀବିକା ନିର୍ବାହର ଉପାୟ, ବୃତ୍ତି — ୩. Profession; means of living; occupation.
ରେ କିଶୋରୀ ଫନ୍ଦାଧନ ତୁ ତ ମୋର କବିସୂର୍ଯ୍ୟ. କିଶୋରୀ ଚମ୍ପୁ ଫ. ଗୀତ
- ୪. ଉପାୟ —୪. Means.
- ୫. ଯୋଗାଡ଼; ଆୟୋଜନ —୫. Preparation.
ହରାପରାଧୀ ଦୁର୍ଜର ନାରାଜ ରାଜିରେ ମୋର ପରାଭବ ଏକା କଲେ ଫନ୍ଦା କବିସୂର୍ଯ୍ୟ. ସଙ୍ଗୀତ
- ୬. ଫିକର; କୌଶଳ —୬. Artifice; tact.
- ୭. ଜାଲ; ଫାନ୍ଦ —୭. Snare; net.
- ୮. କୂଟ ନୀତି —୮. Policy; diplomacy.
କାହାର ନାହିଁ ଏଥି କେହି ମାୟାର ଫନ୍ଦା ବନ୍ଧୁ ଭାଇ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟା
- ୯. ଖନ୍ଦ; ଫସଲ —୯. Crop.
ଗୋରୁ ଛାଡ଼ି ଦେଇ ଫନ୍ଦା ଉଜା଼ଡ଼ ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୧. ପସରା —୧୦. Shop; an exhibition of the commodities in a shop.
ଘନ ଘନନାର ଘନ ଜଘନ କି କାମ ବଣିଜର ଫନ୍ଦା ରାଧାନାଥ. ଯଯାତି
ବିଶେଷଣ -
[ସମ୍ପାଦନା]ଛନ୍ଦାଛନ୍ଦି —Intert wined.
ସେ ଯୁଦ୍ଧରେ ଦୁହେଁ ହାତକୁ ହାତ ଫନ୍ଦା କୃଷ୍ଣସିଂହ. ମହାଭାରତ. ବନ