ଫବେଇ ହେବା

ଉଇକିଅଭିଧାନ‌ରୁ

ଫବେଇ ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଫବେଇ କଥା କହିବା, ଫବେଇ ହୋଇ କଥା କହିବାଅନ୍ୟରୂପ

ଦେଶଜ - କ୍ରିୟାପଦ - (ତୁଳ. ସଂସ୍କୃତ - ସ୍ଫ୍ଫାୟ ଧାତୁ= ଫୁଲିବା)[ସମ୍ପାଦନା]

ମିଛ କଥା କହିବା; ପ୍ରକୃତ ବା ସତ୍ୟ କଥା ନ ଜାଣି ଗପିବା — To talk of a thing which one does not know personally.