ଫରକଟା ଗୋଡ଼

ଉଇକିଅଭିଧାନ‌ରୁ

ଫରକଟା ଗୋଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫର୍କାଟା ଗୋଡ଼ିଆ—ଅନ୍ୟରୂପ)

(ଫରକଟୂ ଗୋଡ଼ୀ; ଫରକଟୀ ଗୋଡ଼େଈ, ଫରକଟେଇ ଗୋଡ଼ୀ, ଫର୍କଟୀ ଗୋଡ଼ୀ, ଫର୍କଟୀ ଗୋଡ଼େଇ, ଫର୍କଟେଇ ଗୋଡ଼ୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ଯେଉଁ ବ୍ୟକ୍ତିର ଗୋଡ଼ ଦୁଇଟା ଫରକଟା ହୋଇଥାଏ —Having one's legs diverging from each other; bandy-legged.